or_tn_old/luk/13/21.md

1.3 KiB

It is like yeast

ଯୀଶୁ ଈଶ୍ୱରଙ୍କ ରାଜ୍ୟକୁ ମଇଦା ପିଣ୍ଡୁଳା ଭିତରେ ଥିବା ଖମୀର ସହିତ ତୁଳନା କରନ୍ତି I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ରାଜ୍ୟ ଖମୀର ସଦୃଶ ଅଟେ” (ଦେଖ: rc://*/ta/man/translate/figs-simile)

like yeast

ମଇଦା ପିଣ୍ଡୁଳା ବହୁତ ବଡ ହୋଇ ଫୁଲିବା ନିମନ୍ତେ ଟିକିଏ ମାତ୍ର ଖମୀର ଆବଶ୍ୟକ ହୋଇଥାଏ I UST ରେ ଏହା ଯେପରି ଅଛି ସେପରି ଏହାକୁ ସ୍ପଷ୍ଟ କରାଯାଇପାରେ I (ଦେଖ: rc://*/ta/man/translate/figs-explicit)

three measures of flour

ଏହା ଏକ ବିଶାଳ ପରିମାଣର ମଇଦା, କାରଣ ପ୍ରତ୍ୟେକ ମାପ ପ୍ରାୟ 13 ଲିଟର ଅଟେ I ମଇଦାର ମାପ କରିବା ନିମନ୍ତେ ତୁମର ସଂସ୍କୃତି ବ୍ୟବହାର କରୁଥିବା ଶବ୍ଦକୁ ତୁମେ ବ୍ୟବହାର କରିପାର I ବିକଳ୍ପ ଅନୁବାଦ: “ଏକ ବିପୁଳ ପରିମାଣର ମଇଦା”