833 B
833 B
Connecting Statement:
ଯୀଶୁ ସମାଜଗୃହରେ ଥିବା ଲୋକମାନଙ୍କୁ କହିବା ସମାପ୍ତ କଲେ I ଏହା କାହାଣୀର ଏହି ଭାଗର ଅନ୍ତ ଅଟେ I
To what can I compare the kingdom of God?
ଯୀଶୁ ଯାହା ଶିକ୍ଷା ଦେବାକୁ ଯାଉଥିଲେ ତାହାର ପରିଚୟ ଦେବା ନିମନ୍ତେ ଆଉ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ଆଉ ଏକ ବିଷୟ କହିବି ଯାହାକୁ ମୁଁ ଈଶ୍ୱରଙ୍କ ରାଜ୍ୟ ସହିତ ତୁଳନା କରି ପାରିବି I” (ଦେଖ: rc://*/ta/man/translate/figs-rquestion)