857 B
857 B
being indignant
ଅତିଶୟ କ୍ରୋଧାନ୍ୱିତ ହେଲେ
answered and said
କହିଲେ ବା “ପ୍ରତ୍ୟୁତ୍ତର କଲେ”
be healed then
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ସେହି ଛଅ ଦିନ ମଧ୍ୟରେ କେହି ଆସି ତୁମ୍ଭମାନଙ୍କୁ ସୁସ୍ଥ କରୁ” (ଦେଖ: rc://*/ta/man/translate/figs-activepassive)
on the Sabbath day
ଏକ ବିଶ୍ରାମବାରରେ I କେତେକ ଭାଷା କହିବେ “ଏକ ବିଶ୍ରାମବାର” କାରଣ ଆମ୍ଭେମାନେ ଜାଣୁନାହିଁ ଏହା କେଉଁ ନିର୍ଦ୍ଧିଷ୍ଟ ବିଶ୍ରାମବାର ଥିଲା I