or_tn_old/luk/13/07.md

531 B

Why let it even waste the ground?

ଗଛଟି ଯେ ଅଦରକାରୀ ଅଟେ ଏବଂ ମାଳୀ ତାକୁ କାଟି ପକାଇବା ଉଚିତ୍ ତାହାକୁ ଗୁରୁତ୍ଵ ଦେବା ପାଇଁ ସେହି ଲୋକ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଏହାକୁ ଭୂମିକୁ ଅପଚୟ କରିବାକୁ ଦିଅ ନାହିଁ I” (ଦେଖ: rc://*/ta/man/translate/figs-rquestion)