or_tn_old/luk/12/33.md

1.7 KiB

give to the poor

ସେମାନେ ଯାହା ପାଆନ୍ତି ତାହା ବ୍ୟକ୍ତ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଯାହା ତୁମ୍ଭେମାନେ ବିକ୍ରୟ କରି ଆୟ କର ତାହା ଗରୀବ ଲୋକମାନଙ୍କୁ ଦାନ କର” (ଦେଖ: rc://*/ta/man/translate/figs-ellipsis)

Make for yourselves purses ... treasure in the heavens

ସ୍ୱର୍ଗରେ ଧନ ବା ସମ୍ପତ୍ତି ସମାନ ବିଷୟ ଅଟେ I ସେଗୁଡିକ ଉଭୟେ ସ୍ୱର୍ଗରେ ଈଶ୍ୱରଙ୍କ ଆଶୀର୍ବାଦକୁ ବୁଝାଏ I (ଦେଖ: rc://*/ta/man/translate/figs-metaphor)

Make for yourselves

ଏହା ଗରୀବମାନଙ୍କୁ ଦାନ କରିବାର ଫଳ ଅଟେ I ବିକଳ୍ପ ଅନୁବାଦ: “ଏହି ପ୍ରକାରେ ତୁମେ ନିଜ ପାଇଁ ମଙ୍ଗଳ ସାଧନ କରିବ I

purses which will not wear out

ଅର୍ଥ ଥଳିଗୁଡିକ ଯାହା କଣା ହୋଇ ନ ଥିବ

that does not run out

ହ୍ରାସ ପାଏ ନାହିଁ ବା “ଊଣା ହୁଏ ନାହିଁ”

no thief comes near

ଚୋରମାନେ ନିକଟକୁ ଆସନ୍ତି ନାହିଁ

no moth destroys

କୀଟ ନଷ୍ଟ କରେ ନାହିଁ

moth

“କୀଟ” ଏକ କ୍ଷୁଦ୍ର ପୋକ ଯାହା ବୁଣାଲୁଗାକୁ ଖାଇ କଣା କରିଦିଏ I ତୁମେ ହୁଏତ ଏକ ଭିନ୍ନ ପୋକ ଯଥା ଗୋଟିଏ ପିମ୍ପୁଡ଼ି ବା ଉଇ ଶବ୍ଦ ବ୍ୟବହାର କରିପାର I