or_tn_old/luk/12/08.md

1.2 KiB

But I say to you

ତାଙ୍କ ବକ୍ତବ୍ୟକୁ ଏକ ନୂତନ ପ୍ରସଙ୍ଗରେ ବଦଳାଇବା ପାଇଁ, ଏହି କ୍ଷେତ୍ରରେ, ସ୍ୱୀକାର କରିବା ବିଷୟରେ, ଯୀଶୁ ତାଙ୍କର ଶ୍ରୋତାମାନଙ୍କୁ ପୂନର୍ବାର ସମ୍ବୋଧନ କରନ୍ତି I

everyone who confesses me before men

ଯାହା ସ୍ୱୀକାର କରାଯାଇଛି ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେକେହି ଅନ୍ୟମାନଙ୍କୁ ସେ ମୋହର ଶିଷ୍ୟ ଅଟେ ବୋଲି ସ୍ୱୀକାର କରେ” ବା “ଯେକେହି ଅନ୍ୟମାନଙ୍କ ସାକ୍ଷାତରେ ସ୍ୱୀକାର କରେ ଯେ ସେ ମୋ’ପ୍ରତି ଅନୁଗତ ଅଟେ” (ଦେଖ: rc://*/ta/man/translate/figs-explicit)

the Son of Man

ଯୀଶୁ ନିଜକୁ ସୂଚାଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର ଅଟେ”