or_tn_old/luk/12/02.md

1.5 KiB

But nothing is

“କିନ୍ତୁ” ଶବ୍ଦ ଫାରୂଶୀମାନଙ୍କ କପଟତା ସମ୍ପର୍କରେ ଥିବା ପୂର୍ବବର୍ତ୍ତୀ ପଦ ସହିତ ଏହି ପଦକୁ ସଂଯୁକ୍ତ କରେ I (ଦେଖ: rc://*/ta/man/translate/writing-connectingwords)

nothing is concealed that will not be revealed

ଯାହା ଗୁପ୍ତ ହୋଇଛି ସେହି ପ୍ରତ୍ୟେକ ବିଷୟ ପ୍ରକାଶିତ କରାଯିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଗୁପ୍ତରେ ଯାହା କରନ୍ତି ସେହି ସମସ୍ତ ବିଷୟରେ ଲୋକମାନେ ଜାଣିପାରିବେ” (ଦେଖ: rc://*/ta/man/translate/figs-activepassive)

nor hidden that will not be known

ବାକ୍ୟର ପ୍ରଥମ ଭାଗ ପରି ଏହାର ସମାନ ଅର୍ଥ ରହିଛି ଯେପରି ଏହାର ସତ୍ୟକୁ ଗୁରୁତ୍ଵ ଦିଆଯିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟମାନେ ଯାହା ଗୁପ୍ତ କରି ରଖିବାକୁ ଚାହାନ୍ତି, ଲୋକମାନେ ସେହି ସମସ୍ତ ବିଷୟ ଜାଣିପାରିବେ” (ଦେଖ: rc://*/ta/man/translate/figs-parallelism)