or_tn_old/luk/10/31.md

1.9 KiB

By chance

ଏହା କୌଣସି ବ୍ୟକ୍ତି ଆଗରୁ ଯୋଜନା କରିଥିବା ବିଷୟ ନୁହେଁ I

a certain priest

ଏହି ଅଭିବ୍ୟକ୍ତି କାହାଣୀରେ ଏକ ନୂତନ ବ୍ୟକ୍ତିକୁ ପରିଚିତ କରାଏ, କିନ୍ତୁ ତାହାକୁ ନାମ ଦ୍ୱାରା ଚିହ୍ନିତ କରେ ନାହିଁ I (ଦେଖ: rc://*/ta/man/translate/writing-participants)

when he saw him

ଯେତେବେଳେ ଜଣେ ଯାଜକ ସେହି କ୍ଷତାକ୍ତ ବ୍ୟକ୍ତିକୁ ଦେଖିଲେ I ଜଣେ ଯାଜକ ଏକ ଅତିଶୟ ଧର୍ମପରାୟଣ ବ୍ୟକ୍ତି ଅଟନ୍ତି, ତେଣୁ ଶ୍ରୋତାମାନେ ଗ୍ରହଣ କରି ନେବେ ଯେ ସେ ହୁଏତ ସେହି କ୍ଷତାକ୍ତ ବ୍ୟକ୍ତିକୁ ସାହାଯ୍ୟ କରିବେ I ଯେହେତୁ ସେ ତାହା କଲେନାହିଁ, ଏହି ଅପ୍ରତ୍ୟାଶିତ ପରିଣାମ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଏହି ବାକ୍ୟାଂଶକୁ “କିନ୍ତୁ ଯେତେବେଳେ ସେ ତାକୁ ଦେଖିଲେ” ବୋଲି ବ୍ୟକ୍ତ କରାଯାଇପାରିବ I (ଦେଖ: rc://*/ta/man/translate/figs-explicit)

he passed by on the other side

ଏହା ସୂଚିତ କରେ ଯେ ସେ ସେହି ବ୍ୟକ୍ତିକୁ ସାହାଯ୍ୟ କଲେ ନାହିଁ I ବିକଳ୍ପ ଅନୁବାଦ: “ସେ ସେହି କ୍ଷତାକ୍ତ ବ୍ୟକ୍ତିକୁ ସାହାଯ୍ୟ କଲେ ନାହିଁ ବରଂ ତାହା ପରିବର୍ତ୍ତେ ସେ ସଡକର ଅନ୍ୟ ପାଖ ଦେଇ ଚାଲିଗଲେ (ଦେଖ: rc://*/ta/man/translate/figs-explicit)