or_tn_old/luk/10/02.md

1.3 KiB

He said to them

ଲୋକମାନେ ପ୍ରକୃତରେ ବାହାରି ଯିବା ପୂର୍ବରୁ ଏହା ଘଟିଲା I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ କହିଥିଲେ” ବା “ସେମାନେ ବାହାରକୁ ଯିବା ପୂର୍ବରୁ ସେ ସେମାନଙ୍କୁ କହିଲେ"" (ଦେଖ: rc://*/ta/man/translate/figs-events)

The harvest is plentiful, but the laborers are few

ସେଠାରେ ବିପୁଳ ଶସ୍ୟ ରହିଛି ମାତ୍ର ତାହା ଭିତରକୁ ଆଣିବା ନିମନ୍ତେ ଯଥେଷ୍ଟ କାର୍ଯ୍ୟକାରୀମାନେ ନାହାନ୍ତି I ଯୀଶୁଙ୍କ କହିବା ଅର୍ଥ, ଅନେକ ଲୋକମାନେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି, କିନ୍ତୁ ଲୋକମାନଙ୍କୁ ଶିକ୍ଷା ଦେବାକୁ ଯିବା ନିମନ୍ତେ ଓ ସାହାଯ୍ୟ କରିବା ପାଇଁ ଯଥେଷ୍ଟ ଶିଷ୍ୟମାନେ ନାହାନ୍ତି I (ଦେଖ: rc://*/ta/man/translate/figs-metaphor)