or_tn_old/luk/08/37.md

795 B

the region of the Gerasenes

ସେହି ଗରାଶୀୟମାନଙ୍କ ଅଞ୍ଚଳ ବା “ଯେଉଁ ଅଞ୍ଚଳରେ ଗରାଶୀୟ ଲୋକମାନେ ବାସ କରୁଥିଲେ”

they were overwhelmed with great fear

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ଅତିଶୟ ଭୟଭୀତ ହେଲେ”(ଦେଖ: rc://*/ta/man/translate/figs-activepassive)

to return

ଲକ୍ଷ୍ୟସ୍ଥଳକୁ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: ହ୍ରଦର ଅପର ପାରିକି ଫେରିବା” (ଦେଖ: rc://*/ta/man/translate/figs-ellipsis)