or_tn_old/luk/08/17.md

930 B

nothing is hidden that will not be made known

ଏହି ଦୁଇଟି ନାସ୍ତିବାଚକ ବିଷୟକୁ ଏକ ଆସ୍ତିସୂଚକ ଉକ୍ତିରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଗୁପ୍ତ ହୋଇଥିବା ବିଷୟ ଜ୍ଞାତ କରାଯିବ” (ଦେଖ: rc://*/ta/man/translate/figs-doublenegatives )

nor is anything secret that will not be known and come into the light

ଏହି ଦୁଇଟି ନାସ୍ତିବାଚକ ବିଷୟକୁ ଏକ ଆସ୍ତିସୂଚକ ଉକ୍ତିରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ନିଗୁଢ ବିଷୟ ଜ୍ଞାତ କରାଯିବ ଓ ଆଲୋକ ମଧ୍ୟକୁ ଆସିବ”(ଦେଖ: rc://*/ta/man/translate/figs-doublenegatives)