or_tn_old/luk/07/37.md

1.5 KiB

Now behold, there was a woman

“ଦେଖ” ଶବ୍ଦ କାହାଣୀରେ ଏକ ନୂତନ ବ୍ୟକ୍ତି ପ୍ରତି ସଜାଗ କରେ I ତୁମ ଭାଷାରେ ହୁଏତ ଏହା କରିବାକୁ ଏକ ଶୈଳୀ ଥାଇପାରେ I(ଦେଖ: rc://*/ta/man/translate/writing-participants)

who was a sinner

ଯିଏ ଏକ ପାପପୂର୍ଣ୍ଣ ଜୀବନଶୈଳୀ କାଟିଥିଲା ବା “ପାପପୂର୍ଣ୍ଣ ଜୀବନ କାଟିବାରେ ତା’ର ଖ୍ୟାତି ଥିଲା I” ସେ ହୁଏତ ଏକ ବେଶ୍ୟା ଥିଲା I

an alabaster jar

କୋମଳ ପଥରରେ ନିର୍ମିତ ଏକ ପାତ୍ର I ଆଲାବାଷ୍ଟର୍ ଏକ କୋମଳ, ଧଳା ପଥର ଅଟେ I ଲୋକମାନେ ଆଲାବାଷ୍ଟର୍ ପାତ୍ରଗୁଡିକରେ ମୂଲ୍ୟବାନ ବସ୍ତୁଗୁଡିକୁ ସାଇତି ରଖୁଥିଲେ I

of perfumed oil

ତା’ଭିତରେ ସୁଗନ୍ଧି ଅତର ଥିଲା I ଏହା ଭିତରେ ଥିବା ତୈଳରେ କିଛି ଥିଲା ଯାହା ସୁଗନ୍ଧି ବାସ୍ନା ଦେଉଥିଲା I ଲୋକମାନେ ସୁନ୍ଦର ବାସ୍ଣା ପାଇବା ନିମନ୍ତେ ତାହାକୁ ଆପଣାମାନଙ୍କ ଉପରେ ଘସୁଥିଲେ ବା ସେମାନ ଲୁଗାଗୁଡିକ ଉପରେ ସିଞ୍ଚୁଥିଲେ I