or_tn_old/luk/07/30.md

934 B

rejected God's purpose for themselves

ସେମାନେ ଯାହା କରନ୍ତୁ ବୋଲି ଈଶ୍ୱର ଇଚ୍ଛା କଲେ ସେମାନେ ତାହା ପ୍ରତ୍ୟାଖ୍ୟାନ କଲେ ବା “ଈଶ୍ୱର ସେମାନଙ୍କୁ କହିଥିବା ବିଷୟର ଅବାଧ୍ୟ ହେବାକୁ ମନୋନୀତ କଲେ ”

not having been baptized by John

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ବାପ୍ତିଜିତ କରିବା ପାଇଁ ସେମାନେ ଯୋହନଙ୍କୁ ଅନୁମତି ଦେଲେ ନାହିଁ” ବା “ସେମାନେ ଯୋହନଙ୍କ ବାପ୍ତିସ୍ମକୁ ପ୍ରତ୍ୟାଖ୍ୟାନ କଲେ” (ଦେଖ: rc://*/ta/man/translate/figs-activepassive)