1.9 KiB
1.9 KiB
I say to you
ଯୀଶୁ ଜନତାର ଭିଡକୁ ସମ୍ବୋଧନ କରୁଛନ୍ତି, ତେଣୁ “ତୁମ୍ଭେମାନେ” ଶବ୍ଦ ବହୁବଚନରେ ଅଛି I ପରବର୍ତ୍ତୀ ସମୟରେ କହିବାକୁ ଯାଉଥିବା ଆଶ୍ଚର୍ଯ୍ୟଜନକ ବିଷୟର ସତ୍ୟକୁ ଗୁରୁତ୍ଵ ଦେବା ନିମନ୍ତେ ଏହି ବାକ୍ୟାଂଶ ବ୍ୟବହାର କରନ୍ତି I (ଦେଖ : rc://*/ta/man/translate/figs-you )
among those born of women
ଜଣେ ସ୍ତ୍ରୀ ଜନ୍ମ ଦେଇଥିବା ସମସ୍ତଙ୍କ ମଧ୍ୟରେ I ଏହା ଏକ ରୂପକ ଅଟେ ଯାହା ସମସ୍ତ ଲୋକମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ଏଯାବତ୍ ଜୀବନ ଧାରଣ କରିଥିବା ସମସ୍ତ ଲୋକମାନଙ୍କ ମଧ୍ୟରେ” (ଦେଖ: rc://*/ta/man/translate/figs-metaphor )
none is greater than John
ଯୋହନ ମହାନ୍ ଅଟନ୍ତି
the one who is least in the kingdom of God
ଈଶ୍ୱର ପ୍ରତିଷ୍ଠା କରିବାକୁ ଯାଉଥିବା ରାଜ୍ୟର ଅଂଶୀ ଯେକୌଣସି ବ୍ୟକ୍ତି ସମ୍ପର୍କରେ ଏହା ସୂଚାଏ I
is greater than he is
ଈଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ଆତ୍ମିକ ଅବସ୍ଥା ସେହି ରାଜ୍ୟ ପ୍ରତିଷ୍ଠିତ ହେବା ପୂର୍ବର ଲୋକମାନଙ୍କ ଅବସ୍ଥାଠାରୁ ଉଚ୍ଚତର ହେବ I ବିକଳ୍ପ ଅନୁବାଦ: “ଯୋହନଙ୍କଠାରୁ ଉଚ୍ଚତର ଆତ୍ମିକ ସ୍ଥିତି ରହିଛି” (ଦେଖ:rc://*/ta/man/translate/figs-explicit)