1.2 KiB
1.2 KiB
This is he concerning whom it is written
ସେ ସେହି ଭାବବାଦୀ ଅଟନ୍ତି ଯାହାଙ୍କ ସମ୍ପର୍କରେ ଭାବବାଦୀମାନେ ଲେଖିଥିଲେ ବା “ଯୋହନ ସେହି ଅନ୍ୟତମ ଭାବବାଦୀ ଯାହାଙ୍କ ସମ୍ପର୍କରେ ଭାବବାଦୀମାନେ ବହୁ ପୂର୍ବରୁ ଲେଖିଥିଲେ”
See, I am sending
ଏହି ପଦରେ, ଯୀଶୁ ମଲାଖୀ ଭାବବାଦୀଙ୍କୁ ଉଦ୍ଧୃତ କରୁଛନ୍ତି ଏବଂ କହୁଛନ୍ତି ଯେ ଯୋହନ ସେହି ଦୂତ ଅଟନ୍ତି ଯାହାଙ୍କ ସମ୍ପର୍କରେ ମଲାଖୀ କହିଛନ୍ତି I
before your face
ଏହି ଋଢ଼ିର ଅର୍ଥ “ତୁମ୍ଭ ସମ୍ମୁଖରେ”ବା “ତୁମ୍ଭ ଆଗରେ ଯିବ”(ଦେଖ:rc://*/ta/man/translate/figs-idiom)
your
“ତୁମ୍ଭ” ଶବ୍ଦ ଏକ ବଚନରେ ଅଛି, କାରଣ ଈଶ୍ୱର ଏହି ଉଦ୍ଧୃତାଂଶରେ ମଶୀହଙ୍କ ସହିତ କଥାବାର୍ତ୍ତା କରୁଥିଲେ I (ଦେଖ : rc://*/ta/man/translate/figs-you )