or_tn_old/luk/07/25.md

1.4 KiB

But what ... A man dressed in soft clothes?

ଏହା ମଧ୍ୟ ଏକ ନାସ୍ତିସୂଚକ ଉତ୍ତର ଅପେକ୍ଷା କରେ, କାରଣ ଯୋହନ ଖଦଡା ବସ୍ତ୍ର ପିନ୍ଧୁଥିଲେ I “ତୁମ୍ଭେମାନେ ସୂକ୍ଷ୍ମବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିକୁ ଦେଖିବା ନିମନ୍ତେ ଯାଇଥିଲ? ଅବଶ୍ୟ ନୁହେଁ !”ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଶ୍ଚିତ ଭାବରେ ସୂକ୍ଷ୍ମବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିକୁ ଦେଖିବା ନିମନ୍ତେ ଯାଇ ନ ଥିଲ !” (ଦେଖ: rc://*/ta/man/translate/figs-rquestion )

dressed in soft clothes

ଏହା ବହୁମୂଲ୍ୟ ବସ୍ତ୍ରକୁ ବୁଝାଏ I ସାଧାରଣ ବସ୍ତ୍ର ଖଦଡା ଥିଲା I ବିକଳ୍ପ ଅନୁବାଦ: “ବହୁମୂଲ୍ୟ ବସ୍ତ୍ର ପରିଧାନ କରିବା” (ଦେଖ: rc://*/ta/man/translate/figs-explicit )

kings' palaces

ପ୍ରାସାଦ ଏକ ବିଶାଳ, ବହୁମୂଲ୍ୟ ଗୃହ ଯେଉଁଠାରେ ରାଜା ବାସ କରନ୍ତି I