or_tn_old/luk/06/41.md

2.6 KiB

Why do you look ... brother's eye, but you do not notice the log that is in your own eye?

ଯୀଶୁ ଏହି ପ୍ରଶ୍ନକୁ ବ୍ୟବହାର କଲେ ଯେପରି ଲୋକମାନେ ଅନ୍ୟର ପାପଗୁଡିକ ପ୍ରତି ଧ୍ୟାନ ଦେବା ପୂର୍ବରୁ ଆପଣାମାନଙ୍କ ପାପସବୁକୁ ଧ୍ୟାନ ଦେବେ I ବିକଳ୍ପ ଅନୁବାଦ: “ତୁମ ନିଜର ଆଖିରେ ଥିବା କଡିକାଠକୁ ଅଣଦେଖା କରି ଭାଇମାନଙ୍କ ଆଖିକୁ ଦେଖ ନାହିଁ” (ଦେଖ: rc://*/ta/man/translate/figs-rquestion )

the tiny piece of straw that is in your brother's eye

ଏହା ଏକା ରୂପକ ଅଟେ ଯାହା ଏକ ସହ-ବିଶ୍ୱାସୀର ଅପେକ୍ଷାକୃତ ଅଳ୍ପ ମହତ୍ତ୍ଵପୂର୍ଣ୍ଣ ତୃଟିଗୁଡିକ ସମ୍ପର୍କରେ ଉଲ୍ଲେଖ କରେ I (ଦେଖ: rc://*/ta/man/translate/figs-metaphor )

tiny piece of straw

କୁଟା ବା “ଟୁକୁରା” ବା “ଅଳ୍ପ ଧୂଳି I” ସାଧାରଣତଃ ଜଣେ ବ୍ୟକ୍ତିର ଆଖିରେ ପଡୁଥିବା କ୍ଷୁଦ୍ରତମ ବିଷୟ ପାଇଁ ଏକ ଶବ୍ଦ ବ୍ୟବହାର କର I

brother

ଏଠାରେ “ଭାଇ” ଶବ୍ଦ ଜଣେ ସହ-ଯିହୂଦୀକୁ ବା ଯୀଶୁଙ୍କଠାରେ ଜଣେ ସହ-ବିଶ୍ୱାସୀକୁ ସୂଚାଇଥାଏ I

the log that is in your own eye

ଏହା ଜଣେ ବ୍ୟକ୍ତିର ଅତି ମହତ୍ତ୍ଵପୂର୍ଣ୍ଣ ତୃଟିଗୁଡିକ ନିମନ୍ତେ ଏକ ରୂପକ ଅଟେ I ଜଣେ ବ୍ୟକ୍ତିର ଆଖି ଭିତରକୁ ଗୋଟିଏ କଡିକାଠ ଆକ୍ଷରିକ ଭାବରେ ପଶି ପାରିବ ନାହିଁ I ଯୀଶୁ ଏହା ଗୁରୁତ୍ଵ ଆରୋପ କରିବା ନିମନ୍ତେ ଅତିରଞ୍ଜିତ କରି କହିଲେ ଯେ ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିର ଅପେକ୍ଷାକୃତ ଅଳ୍ପ ଗୁରୁତ୍ଵପୂର୍ଣ୍ଣ ତୃଟିଗୁଡିକ ଅପେକ୍ଷା ଆପଣାର ଅଧିକ ଗୁରୁତ୍ଵପୂର୍ଣ୍ଣ ତୃଟିଗୁଡିକ ପ୍ରତି ଧ୍ୟାନ ଦେବା ଉଚିତ I (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-hyperbole]] )

log

କଡିକାଠ ବା “କାଠ ପଟା ”