or_tn_old/luk/06/38.md

2.3 KiB

it will be given to you

ଯୀଶୁ କହନ୍ତି ନାହିଁ ଯେ ସଠିକ୍ ଭାବରେ କିଏ ଦେବ I ସାମ୍ଭାବ୍ୟ ଅର୍ଥଗୁଡିକ 1) “କେହି ଜଣେ ତୁମ୍ଭମାନଙ୍କୁ ଏହା ଦେବ” ବା 2) “ଈଶ୍ୱର ଏହା ତୁମ୍ଭମାନଙ୍କୁ ଦେବେ” (ଦେଖ: rc://*/ta/man/translate/figs-activepassive )

A good measure—pressed down, shaken together, spilling over—they will pour into your lap

ଯୀଶୁ ହୁଏତ ବଦାନ୍ୟ ଭାବରେ ଦାନ ଦେଉଥିବା ଈଶ୍ୱରଙ୍କ ବିଷୟରେ କିମ୍ବା ଲୋକମାନଙ୍କ ବିଷୟରେ କହନ୍ତି ସତେ ଯେପରି ସେ ଜଣେ ବଦାନ୍ୟ ଶସ୍ୟ ବେପାରୀ ବିଷୟରେ କହୁଥିଲେ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କ ଅଣ୍ଟିରେ ଏକ ବଦାନ୍ୟତାପୂର୍ଣ୍ଣ ପରିମାଣ ଢ଼ାଳି ଦେବେ - ଚାପି ଦେଇ, ଏକତ୍ର ହଲାଇ ଏବଂ ଉଚ୍ଛୁଳାଇ ଦେବେ” ବା “ଏକ ବଦାନ୍ୟ ଶସ୍ୟ ବେପାରୀ ପରି ଯିଏ ଶସ୍ୟକୁ ତଳକୁ ଚାପି ଦିଅନ୍ତି ଏବଂ ଏହାକୁ ଏକତ୍ର ହଲାନ୍ତି ଏବଂ ଏତେ ବେଶୀ ପରିମାଣରେ ଶସ୍ୟ ଢ଼ାଳି ଦିଅନ୍ତି ଯେ ତାହା ଉଚ୍ଛୁଳି ଉଠେ, ସେମାନେ ତୁମ୍ଭମାନଙ୍କୁ ବଦାନ୍ୟତା ସହିତ ଦେବେ” (ଦେଖ: rc://*/ta/man/translate/figs-metaphor )

A good measure

ଏକ ବିପୁଳ ପରିମାଣ

it will be measured back to you

ଯୀଶୁ କହନ୍ତି ନାହିଁ ଯେ ସଠିକ୍ ଭାବରେ କିଏ ମାପ କରିବ I ସାମ୍ଭାବ୍ୟ ଅର୍ଥଗୁଡିକ 1) “ସେମାନେ ମାପି ତୁମ୍ଭମାନଙ୍କୁ ଫେରାଇ ଦେବେ” 2) ଈଶ୍ୱର ତୁମ୍ଭମାନଙ୍କୁ ମାପ କରି ଫେରସ୍ତ ଦେବେ” (ଦେଖ: rc://*/ta/man/translate/figs-activepassive )