or_tn_old/luk/06/20.md

1.6 KiB

Blessed are

ଏହି ବାକ୍ୟାଂଶଟି ତିନି ଥର ପୂନରାବୃତ୍ତି ହୋଇଛି I ପ୍ରତ୍ୟେକ ଥର ଏହା ସୂଚାଏ ଯେ ଈଶ୍ୱର ନିର୍ଦ୍ଧିଷ୍ଟ କିଛି ଲୋକମାନଙ୍କୁ ଅନୁଗ୍ରହ ଦେଖାନ୍ତି ବା ଏହା ଯେ ସେମାନଙ୍କ ପରିସ୍ଥିତି ଆସ୍ତିସୂଚକ ବା ଉତ୍ତମ ଅଟେ I

Blessed are the poor

ତୁମ୍ଭେମାନେ ଯେଉଁମାନେ ଦରିଦ୍ର ଈଶ୍ୱରଙ୍କ ଅନୁଗ୍ରହ ପାଇବ ବା “ତୁମ୍ଭେମାନେ ଯେଉଁମାନେ ଦରିଦ୍ର ଉପକାର ପାଇବ”

for yours is the kingdom of God

ଯେଉଁ ଭାଷାଗୁଡ଼ିକରେ ""ରାଜ୍ୟ"" ଶବ୍ଦକୁ ବୁଝାଇବା ନିମନ୍ତେ କୌଣସି ଶବ୍ଦ ନାହିଁ ସେମାନେ ହୁଏତ କହିପାରନ୍ତି “କାରଣ ଈଶ୍ୱର ତୁମ୍ଭମାନଙ୍କର ରାଜା ଅଟନ୍ତି” କିମ୍ବା “ଯେହେତୁ ଈଶ୍ୱର ତୁମ୍ଭମାନଙ୍କ ଶାସକ ଅଟନ୍ତି I”

yours is the kingdom of God

ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର ଅଟେ I ଏହାର ଅର୍ଥ ଏପରି ହୋଇପାରେ 1) ତୁମ୍ଭେମାନେ ଈଶ୍ୱରଙ୍କ ରାଜ୍ୟର ଅଟ” ବା 2) ଈଶ୍ୱରଙ୍କ ରାଜ୍ୟରେ ତୁମ୍ଭମାନଙ୍କର ଅଧିକାର ରହିବ I”