or_tn_old/luk/06/18.md

12 lines
1.0 KiB
Markdown

# to be healed
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଯୀଶୁ ସେମାନଙ୍କୁ ସୁସ୍ଥ କରିବେ” (ଦେଖ: [[rc://*/ta/man/translate/figs-activepassive]] )
# Those who were troubled with unclean spirits were also healed
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅଶୁଚି ଆତ୍ମାଗୁଡିକ ଦ୍ୱାରା କ୍ଲେଶ ଭୋଗ କରୁଥିବା ଲୋକମାନଙ୍କୁ ମଧ୍ୟ ଯୀଶୁ ସୁସ୍ଥ କଲେ” (ଦେଖ: [[rc://*/ta/man/translate/figs-activepassive]] )
# Those who were troubled with unclean spirits
ଅଶୁଚି ଆତ୍ମାଗୁଡିକ ଦ୍ୱାରା ହଇରାଣ ହେଉଥିବା ବା “ମନ୍ଦ ଆତ୍ମାଗୁଡିକ ଦ୍ୱାରା ନିୟନ୍ତ୍ରିତ”