or_tn_old/luk/06/06.md

1.4 KiB

General Information:

ଏହା ଆଉ ଏକ ବିଶ୍ରାମବାର ଥିଲା ଏବଂ ଯୀଶୁ ସମାଜଗୃହରେ ଥିଲେ I

Connecting Statement:

ଶାସ୍ତ୍ରୀମାନେ ଏବଂ ଫାରୂଶୀମାନେ ଯୀଶୁଙ୍କୁ ବିଶ୍ରାମବାରରେ ଜଣେ ଲୋକକୁ ସୁସ୍ଥ କରିବା ଲକ୍ଷ୍ୟ କଲେ I

Now It happened that

କାହାଣୀରେ ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ଏହି ବାକ୍ୟାଂଶ ଏହି ସ୍ଥାନରେ ବ୍ୟବହୃତ ହୋଇଛି I (ଦେଖ: rc://*/ta/man/translate/writing-newevent )

There was a man there

ଏହା କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ପ୍ରଦାନ କରେ I (ଦେଖ: rc://*/ta/man/translate/writing-participants )

his right hand was withered

ଲୋକଟିର ହାତ ଏଭଳି ଭାବରେ ନଷ୍ଟ ହୋଇଯାଇଥିଲା ଯେ ସେ ତାହାକୁ ସଳଖ ଭାବରେ ଟାଣି ପାରୁ ନ ଥିଲା I ଏହା ହୁଏତ ବଙ୍କା ହୋଇ ଏକ ମୁଠାରେ ପରିଣତ ହୋଇଯାଇଥିଲା ଏବଂ ଏହା ଦେଖିବାକୁ ଅଧିକ କ୍ଷୁଦ୍ରତର ଓ କୁଞ୍ଜିତ ହୋଇଥିଲା I