or_tn_old/luk/05/36.md

1.2 KiB

General Information:

ଯୀଶୁ ଲେବୀଙ୍କ ଘରେ ଥିବା ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ ଏକ କାହାଣୀ କହନ୍ତି I (ଦେଖ: rc://*/ta/man/translate/figs-parables )

No one, having torn ... sews it onto ... he did that ... he would tear

କେହି ଛିଣ୍ଡାନ୍ତି ନାହିଁ...ଏହାକୁ ବ୍ୟବହାର କରନ୍ତି ...ସେ ... ସେ ବା “ଲୋକମାନେ କଦାପି ଚିରନ୍ତି ନାହିଁ... ...ଏହାକୁ ବ୍ୟବହାର କରନ୍ତି... ସେମାନେ...ସେମାନେ”

sews it

ମରାମତି କରିବା

If he did that

ପ୍ରାକ୍-କଳ୍ପିତ ଏହି ଉକ୍ତିଟି କାରଣକୁ ବୁଝାଏ ଯେ କାହିଁକି ଜଣେ ବ୍ୟକ୍ତି ସେହି ପ୍ରକାରେ ଏକ ଲୁଗାକୁ ମରାମତି କରେ ନାହିଁ I (ଦେଖ: rc://*/ta/man/translate/figs-hypo )

will not match

ମେଳ ଖାଇବ ନାହିଁ ବା “ଠିକ ସେହି ସମାନ ଭଳି ହେବ ନାହିଁ”