or_tn_old/luk/05/27.md

1.6 KiB

Connecting Statement:

ଯେତେବେଳେ ଯୀଶୁ ସେହି ଗୃହ ପରିତ୍ୟାଗ କଲେ, ଯିହୂଦୀ କର- ଆଦାୟକାରୀ ଲେବୀଙ୍କୁ ତାଙ୍କର ଅନୁଗମନ କରିବା ନିମନ୍ତେ ଆହ୍ୱାନ କଲେ I ଲେବୀ ତାଙ୍କ ନିମନ୍ତେ ପ୍ରସ୍ତୁତ କରିଥିବା ବଡ ଭୋଜିରେ ଯୀଶୁ ଯୋଗ ଦେବା ଦ୍ବାରା ଫାରୂଶୀ ଓ ଶାସ୍ତ୍ରୀମାନଙ୍କୁ ବିରକ୍ତ କଲେ I

After these things happened

“ଏଥିଉତ୍ତାରେ” ବାକ୍ୟାଂଶ ପୂର୍ବବର୍ତ୍ତୀ ପଦଗୁଡିକରେ ଘଟିଥିବା ବିଷୟକୁ ସୂଚାଏ I ଏହା ଏକ ନୂତନ ଘଟଣାକୁ ଇଙ୍ଗିତ କରେ I (ଦେଖ: rc://*/ta/man/translate/writing-newevent )

saw a tax collector

ଜଣେ କରଆଦାୟକାରୀଙ୍କୁ ମନଯୋଗ ସହିତ ଦେଖିଲେ ବା “ଜଣେ କରଆଦାୟକାରୀଙ୍କୁ ଯତ୍ନ ସହକାରେ ଦେଖିଲେ”

Follow me

ଜଣକର “ଅନୁଗମନ” କରିବା ଅର୍ଥ ସେହି ବ୍ୟକ୍ତିଙ୍କର ଶିଷ୍ୟ ହେବା ଅଟେ I ବିକଳ୍ପ ଅନୁବାଦ: “ମୋର ଶିଷ୍ୟ ହୁଅ” ବା “ଆସ, ମୋତେ ତୁମର ଶିକ୍ଷକ ଭାବରେ ଗ୍ରହଣ କରି ମୋର ଅନୁଗମନ କର” (ଦେଖ: rc://*/ta/man/translate/figs-idiom )