or_tn_old/luk/05/07.md

737 B

they motioned

ସେମାନେ ଡାକିବା ନିମନ୍ତେ କୂଳଠାରୁ ବହୁ ଦୂରରେ ଥିଲେ, ତେଣୁ ସେମାନେ ଇଙ୍ଗିତ କଲେ, ହୁଏତ ସେମାନଙ୍କର ହାତ ହଲାଇଲେ I

they began to sink

ନୌକାଗୁଡିକ ବୁଡିବାକୁ ଆରମ୍ଭ କଲା I କାରଣଟିକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ନୌକାଗୁଡିକ ବୁଡିବାକୁ ଆରମ୍ଭ କଲା, କାରଣ ମାଛଗୁଡିକ ବେଶୀ ଓଜନିଆ ଥିଲା” (ଦେଖ: rc://*/ta/man/translate/figs-explicit)