or_tn_old/luk/04/36.md

966 B

What is this message

ଲୋକମାନେ କେତେ ଚମତ୍କୃତ ହୋଇଛନ୍ତି ତାହା ପ୍ରକାଶ କରୁଥିଲେ କାରଣ ଭୂତମାନଙ୍କୁ ଜଣେ ଲୋକ ଭିତରୁ ବାହାରି ଯିବା ନିମନ୍ତେ ଆଜ୍ଞା ଦେବା ପାଇଁ ଯୀଶୁଙ୍କ ନିକଟରେ ଅଧିକାର ଅଛି I ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ଏଗୁଡିକ ବିସ୍ମୟକର ବାକ୍ୟ ! ବା “ତାଙ୍କ ବାକ୍ୟସବୁ ବିସ୍ମୟକର !” (ଦେଖ: rc://*/ta/man/translate/figs-rquestion)

He commands the unclean spirits with authority and power

ଅଶୁଚିଆତ୍ମାଗୁଡିକୁ ଆଜ୍ଞା ଦେବା ପାଇଁ ତାଙ୍କର ଅଧିକାର ଓ କ୍ଷମତା ଅଛି