or_tn_old/luk/04/17.md

1.1 KiB

The scroll of the prophet Isaiah was handed to him

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “କେହି ଜଣେ ତାଙ୍କୁ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ଦେଲେ” (ଦେଖ: rc://*/ta/man/translate/figs-activepassive )

scroll of the prophet Isaiah

ଏହା ଯିଶାଇୟ ଭାବବାଦୀଙ୍କ ପୁସ୍ତକ ଏକ ନଳାକାର ପୁସ୍ତକରେ ଲେଖା ହୋଇଥିବା ବିଷୟକୁ ସୂଚାଏ I ଅନେକ ବର୍ଷ ପୂର୍ବରୁ ଯିଶାଇୟ ବାକ୍ୟସବୁ ଲେଖିଥିଲେ, ଏବଂ ଅନ୍ୟ କେହି ଜଣେ ଏକ ନଳାକାର ପୁସ୍ତକରେ ସେଗୁଡିକର ନକଲ କରିଥିଲେ I

the place where it was written

ନଳାକାର ପୁସ୍ତକରେ ଏହି ବାକ୍ୟଗୁଡିକର ସ୍ଥାନ I ଏହି ବାକ୍ୟ ପରବର୍ତ୍ତୀ ପଦ ମଧ୍ୟରେ ଜାରି ରହେ I