or_tn_old/luk/04/09.md

818 B

the very highest point

ଏହା ମନ୍ଦିରର ଛାତର କୋଣ ଥିଲା I ଯଦି କେହି ସେଠାରୁ ପଡିଯିବ, ତେବେ ସେମାନେ ସାଂଘାତିକ ଭାବରେ ଆହତ ହେବେ ବା ମରିଯିବେ I

If you are the Son of God

ଶୟତାନ ଯୀଶୁଙ୍କୁ ଆହ୍ୱାନ କରୁଥିଲା ଯେପରି ସେ ପ୍ରମାଣିତ କରିବେ ଯେ ସେ ଈଶ୍ୱରଙ୍କ ପୁତ୍ର ଅଟନ୍ତି I

the Son of God

ଯୀଶୁଙ୍କ ପାଇଁ ଏହା ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଥିଲା I (ଦେଖ: rc://*/ta/man/translate/guidelines-sonofgodprinciples)

throw yourself down

ତଳକୁ ଡେଇଁପଡ