730 B
730 B
he locked John up in prison
ଯେହେତୁ ହେରୋଦ ଜଣେ ସାମନ୍ତରାଜା ଥିଲେ, ସେ ହୁଏତ ତାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଇ ଯୋହନଙ୍କୁ କାରାରୁଦ୍ଧ କଲେ I ବିକଳ୍ପ ଅନୁବାଦ: “ସେ ତାଙ୍କର ସୈନ୍ୟମାନଙ୍କ ଦ୍ୱାରା ଯୋହନଙ୍କୁ କାରାଗାରରେ ରୁଦ୍ଧ କଲେ” ବା “ଯୋହନଙ୍କୁ କାରାଗାରରେ ପକାଇବା ନିମନ୍ତେ ସେ ତାଙ୍କର ସୈନ୍ୟମାନଙ୍କୁ କହିଲେ” (ଦେଖ: rc://*/ta/man/translate/figs-explicit )