or_tn_old/luk/03/15.md

958 B
Raw Permalink Blame History

Now the people

କାରଣ ଲୋକମାନେ I ଏହା ସେହି ସମାନ ଲୋକମାନଙ୍କୁ ଉଲ୍ଲେଖ କରେ ଯେଉଁମାନେ ଯୋହନଙ୍କ ନିକଟକୁ ଆସିଥିଲେ I

were all wondering in their hearts concerning John, whether he might be the Christ

ପ୍ରତ୍ୟେକ ଲୋକ ଅନିଶ୍ଚିତ ଥିଲେ ଯୋହନଙ୍କ ସମ୍ପର୍କରେ କି ଧାରଣା ପୋଷଣ କରିବେ; ସେମାନେ ଆପଣାମାନଙ୍କୁ ପଚାରିଲେ, ‘ସେ ଖ୍ରୀଷ୍ଟ ହେବେ ପରା? ବା “କେହି ନିଶ୍ଚିତ ନ ଥିଲେ ଯୋହନଙ୍କ ସମ୍ପର୍କରେ କି ଧାରଣା ପୋଷଣ କରିବେ କାରଣ ସେମାନେ ବିସ୍ମୟାପନ୍ନ ହେଉଥିଲେ କାଳେ ସେ ଖ୍ରୀଷ୍ଟ ହେବେ କି I”