or_tn_old/luk/03/14.md

1.8 KiB

And what should we do?

ଆମେ ଯେଉଁମାନେ ସୈନିକମାନଙ୍କ ଅଟୁ, ଆମ ବିଷୟରେ କ'ଣ, ଆମ୍ଭେମାନେ କ’ଣ କରିବା ଉଚିତ ? ଯୋହନ ବାକ୍ୟଗୁଡିକରେ “ଆମକୁ” ଏବଂ “ଆମେ” ସାମିଲ କରିନାହାନ୍ତି I ସୈନିକମାନେ ସୂଚାଇ ଦେଇଥିଲେ ଯେ ଯୋହନ ଲୋକସମୂହକୁ ଓ କରଗ୍ରାହୀମାନଙ୍କୁ କହିଥିଲେ ଯେ ସେମାନେ କ’ଣ କରିବେ, ଏବଂ ଜାଣିବାକୁ ଚାହାନ୍ତି ଯେ ସୈନିକଗଣ ଭାବରେ ସେମାନଙ୍କୁ କ’ଣ କରିବାକୁ ହେବ I (ଦେଖ: rc://*/ta/man/translate/figs-exclusive )

do not accuse anyone falsely

ମନେ ହୁଏ ଯେ ସୈନିକମାନେ ଲୋକମାନଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗଗୁଡିକ କରୁଥିଲେ ଯେପରି ଧନ ଲାଭ କରିପାରିବେ I ଏହି ବିଷୟକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ପ୍ରକାରେ, କାହାରିକୁ ବୃଥାରେ ଦୋଷାରୋପ କର ନାହିଁ ଯେପରି ସେମାନଙ୍କଠାରୁ ଧନ ଆଦାୟ କରିପାରିବ” ବା “ଜଣେ ନିର୍ଦ୍ଦୋଷ ବ୍ୟକ୍ତି କିଛି ବେଆଇନ କାର୍ଯ୍ୟ କରିଛି ବୋଲି କୁହ ନାହିଁ”

Be content with your wages

ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇ ରହିଥାଅ