or_tn_old/luk/02/49.md

2.7 KiB

Why is it that you were searching for me?

ଯୀଶୁ ଆପଣା ପିତାମାତାଙ୍କୁ ଲଘୁ ଅନୁଯୋଗ କରିବା ନିମନ୍ତେ ଦୁଇଟି ପ୍ରଶ୍ନ ବ୍ୟବହାର କଲେ, ଏବଂ ସେମାନଙ୍କୁ କହିବା ଆରମ୍ଭ କଲେ ଯେ ତାହାଙ୍କ ସ୍ୱର୍ଗସ୍ଥ ପିତାଙ୍କର ଏକ ଉଦ୍ଦେଶ୍ୟ ରହିଛି, ଯାହା ସେମାନେ ବୁଝିନାହାନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ମୋ’ ବିଷୟରେ ଉଦବିଗ୍ନ ହେବା ଆବଶ୍ୟକ ନ ଥିଲା I” (ଦେଖ: rc://*/ta/man/translate/figs-rquestion )

Did you not know ... my Father's house?

ଯୀଶୁ ଏହି ଦ୍ୱିତୀୟ ପ୍ରଶ୍ନ ବ୍ୟବହାର କରି କହିବାକୁ ଯତ୍ନ କଲେ ଯେ ତାଙ୍କର ପିତାମାତା ଜାଣିବା ଆବଶ୍ୟକ ଥିଲା ଯେ କେଉଁ ଉଦ୍ଦେଶ୍ୟରେ ପିତା ତାଙ୍କୁ ପ୍ରେରଣ କଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣିବା ଆବଶ୍ୟକ ଥିଲା .... କାର୍ଯ୍ୟ” (ଦେଖ: rc://*/ta/man/translate/figs-rquestion )

in my Father's house

ସମ୍ଭାବ୍ୟ ଅର୍ଥଗୁଡିକ 1) ଯୀଶୁ ଏହି ଶବ୍ଦଗୁଡ଼ିକୁ ଆକ୍ଷରିକ ଅର୍ଥ ସହିତ କହିଥିଲେ, ଯେପରି ତାହା ସୂଚାଇବ ଯେ ସେ ତାଙ୍କ ପିତା ଦେଇଥିବା କାର୍ଯ୍ୟସାଧନ କରୁଛନ୍ତି, ବା 2) ସେହି ଶବ୍ଦଗୁଡିକ ଋଢ଼ୋକ୍ତି ଅଟେ ଯାହା ସୂଚାଏ ଯେ ଯୀଶୁ କେଉଁଠାରେ ଥିଲେ, “ମୋହର ପିତାଙ୍କ ଗୃହରେ I” ଯେହେତୁ ପରବର୍ତ୍ତୀ ପଦ କୁହେ ଯେ ତାଙ୍କ ପିତାମାତା ସେ ସେମାନଙ୍କୁ ଯାହା କହୁଥିଲେ ତାହା ବୁଝିଲେ ନାହିଁ, ଏହାକୁ ଆଉ ଅଧିକ ବ୍ୟାଖ୍ୟା ନ କରିବା ସର୍ବୋତ୍ତମ ହେବ I

my Father's house

12 ବର୍ଷ ବୟସରେ, ଈଶ୍ୱରଙ୍କ ପୁତ୍ର ଯୀଶୁ, ବୁଝିଥିଲେ ଯେ ଈଶ୍ୱର ତାହାଙ୍କ ବାସ୍ତବ ପିତା ଅଟନ୍ତି, (ମରିୟମଙ୍କ ସ୍ୱାମୀ, ଯୋଷେଫ ନୁହେଁ) I (ଦେଖ:rc://*/ta/man/translate/guidelines-sonofgodprinciples )