or_tn_old/luk/02/38.md

827 B

Coming up to them

ସେମାନଙ୍କୁ ଭେଟିଲେ ବା “ମରିୟମ ଓ ଯୋଷେଫଙ୍କ ନିକଟକୁ ଗଲେ”

the redemption of Jerusalem

ଏଠାରେ “ମୁକ୍ତି” ଶବ୍ଦ ସେହି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି ଯିଏ ତାହା କରିବାକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ଯେଉଁ ବ୍ୟକ୍ତି ଯିରୂଶାଲମକୁ ମୁକ୍ତ କରିବେ” ବା “ଯେଉଁ ବ୍ୟକ୍ତି ଯିରୁଶାଲମ ପ୍ରତି ଈଶ୍ୱରଙ୍କ ଆଶୀର୍ବାଦ ଏବଂ ଅନୁଗ୍ରହ ଫେରାଇ ଆଣିବେ” (ଦେଖ: rc://*/ta/man/translate/figs-metonymy)