or_tn_old/luk/02/19.md

718 B

pondering them in her heart

ଜଣେ ବ୍ୟକ୍ତି ଯିଏ ଏହାକୁ ଏକ ମୂଲ୍ୟବାନ୍ ବା ବହୁମୂଲ୍ୟ ବୋଲି ଭାବେ ସେ ଏହାକୁ “ସାଇତି” ରଖେ I ମରିୟମ ଆପଣା ପୁତ୍ର ବିଷୟରେ କୁହାଯାଇଥିବା ବିଷୟସବୁକୁ ଅତିଶୟ ମୂଲ୍ୟବାନ ବୋଲି ମନେ କଲେ I ବିକଳ୍ପ ଅନୁବାଦ: “ଯତ୍ନର ସହିତ ସ୍ମରଣରେ ରଖିଲେ” ବା “ ଆନନ୍ଦ ସହକାରେ ସେସବୁକୁ ସ୍ମରଣ କରୁଥିଲେ” (ଦେଖ: rc://*/ta/man/translate/figs-metaphor )