1.1 KiB
1.1 KiB
It came about that
କାହାଣୀରେ ଏକ ପରିବର୍ତ୍ତନକୁ ଚିହ୍ନିତ କରିବା ପାଇଁ ଏହି ପଦ ବ୍ୟବହୃତ ହୋଇଛି ଯାହା ଦୂତମାନଙ୍କ ପ୍ରସ୍ଥାନ ପରେ ମେଷପାଳକମାନେ କଲେ I
from them
ମେଷପାଳକମାନଙ୍କଠାରୁ
to each other
ପରସ୍ପର ପ୍ରତି
Let us go ... to us
ଯେହେତୁ ମେଷପାଳକମାନେ ପରସ୍ପର ସହିତ କଥାବାର୍ତ୍ତା କରୁଥିଲେ, ତେଣୁ “ଆମେ” ଓ “ଆମର” ପରି ଅନ୍ତର୍ଭୁକ୍ତକାରୀ ଭାଷାକୁ ଏଠାରେ ବ୍ୟବହାର କରିବା ଉଚିତ (ଦେଖ: rc://*/ta/man/translate/figs-inclusive )
Let us go
ଆମ୍ଭେମାନେ କରିବା ଉଚିତ
this thing that has happened
ଏହା ଶିଶୁର ଜନ୍ମ ବିଷୟରେ ସୂଚନା ଦିଏ, ଏବଂ ଦୂତମାନଙ୍କ ପ୍ରକାଶିତ ହେବା ବିଷୟ ପ୍ରତି ନୁହେଁ