or_tn_old/luk/02/05.md

1.4 KiB

He went to register

ଏହାର ଅର୍ଥ, ସେଠାକାର ରାଜକର୍ମଚାରୀମାନଙ୍କ ନିକଟରେ ଜଣାଇବାକୁ ହେବ ଯେପରି ସେମାନେ ତାଙ୍କୁ ଗଣନାରେ ଅନ୍ତର୍ଭୁକ୍ତ କରିପାରିବେ I ଯଦି ସମ୍ଭବ, ସରକାରୀ କାର୍ଯ୍ୟାଳୟର ଗଣନା ପାଇଁ ଏକ ଭାବପ୍ରକାଶକ ପଦ ବ୍ୟବହାର କର I

with Mary

ମରିୟମ ଯୋଷେଫଙ୍କ ସହିତ ନାଜରିତରୁ ଯାତ୍ରା କଲେ I ସମ୍ଭବତଃ, ସ୍ତ୍ରୀଲୋକମାନଙ୍କୁ ମଧ୍ୟ କର ଦେବାକୁ ପଡୁଥିଲା, ତେଣୁ ମରିୟମଙ୍କୁ ମଧ୍ୟ ଯାତ୍ରା କରିବା ଓ ପଞ୍ଜିକୃତ ହେବା ଆବଶ୍ୟକ ପଡିଥିଲା I (ଦେଖ: rc://*/ta/man/translate/writing-participants )

who was engaged to him

“ତାଙ୍କ ବାଗଦତ୍ତା” ବା “ଯିଏ ତାଙ୍କ ପ୍ରତି ପ୍ରତିଜ୍ଞାବଦ୍ଧ ହୋଇଥିଲେ I” ଏକ ବାଗଦାନ ହୋଇଥିବା ଦମ୍ପତ୍ତି ଆଇନତଃ, ବିବାହିତ ବୋଲି ବିବେଚିତ ହେଉଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଶାରୀରିକ ଘନିଷ୍ଠତା ନ ଥିଲା I