or_tn_old/luk/01/32.md

1.6 KiB

the Son of the Most High

ମରିୟମ ଏକ “ପୁତ୍ର” ପ୍ରସବ କରିବେ ଯିଏ “ପରାତ୍ପରଙ୍କ ପୁତ୍ର” ବୋଲି ଖ୍ୟାତ ହେବେ I ସେଥିନିମନ୍ତେ ଯୀଶୁ ଜଣେ ମଣିଷ ପୁତ୍ର ଓ ଏକ ମଣିଷ ମାଆଠାରୁ ଜାତ, ଏବଂ ସେ ମଧ୍ୟ ଈଶ୍ୱରଙ୍କ ପୁତ୍ର ଅଟନ୍ତି I ଏହି ଭାବ ପ୍ରକାଶକ ପଦକୁ ଅତି ଯତ୍ନ ସହକାରେ ଅନୁବାଦ କରିବା ଉଚିତ ଅଟେ I

will be called

ସମ୍ଭାବ୍ୟ ଅର୍ଥଗୁଡିକ 1) “ଲୋକମାନେ ତାହାଙ୍କୁ ସମ୍ବୋଧନ କରିବେ” ବା 2) “ଈଶ୍ୱର ତାହାଙ୍କୁ ସମ୍ବୋଧନ କରିବେ” (ଦେଖ: rc://*/ta/man/translate/figs-activepassive )

the Son of the Most High

‘ଈଶ୍ୱରଙ୍କ ପୁତ୍ର’ ପଦବୀ ଯୀଶୁଙ୍କ ନିମନ୍ତେ ଏକ ମହତ୍ତ୍ଵପୂର୍ଣ୍ଣ ପଦବୀ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

give him the throne of his ancestor David

ସିଂହାସନର ଅର୍ଥ ରାଜାଙ୍କ କ୍ଷମତା ଓ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: “ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ସଦୃଶ୍ୟ ରାଜତ୍ଵ କରିବା ନିମନ୍ତେ ତାଙ୍କୁ କ୍ଷମତା ପ୍ରଦାନ କରିବା” (ଦେଖ: rc://*/ta/man/translate/figs-metonymy)