or_tn_old/luk/01/17.md

3.2 KiB

he will go as a forerunner before the Lord

ପ୍ରଭୁଙ୍କ ଆଗମନ ପୂର୍ବରୁ, ସେ ଆଗେ ଆଗେ ଯିବ ଏବଂ ଲୋକମାନଙ୍କ ନିକଟରେ ଘୋଷଣା କରିବ ଯେ ପ୍ରଭୁ ସେମାନଙ୍କ ନିକଟକୁ ଆସିବେ I

before the Lord

ଏଠାରେ ଜଣକର “ମୁଖ” ଏକ ରୁଢ଼ି ହୋଇପାରେ ଯାହା ସେହି ବ୍ୟକ୍ତିଙ୍କ ଉପସ୍ଥିତିକୁ ଉଲ୍ଲେଖ କରେ I ବେଳେବେଳେ ଏହାକୁ ଅନୁବାଦରୁ ବାଦ ଦିଆଯାଇଥାଏ I ବିକଳ୍ପ ଅନୁବାଦ: “ସଦାପ୍ରଭୁ” (ଦେଖ: rc://*/ta/man/translate/figs-idiom )

in the spirit and power of Elijah

ଏଲିୟଙ୍କ ଯେପରି ଥିଲା ସେପରି ସମାନ ଆତ୍ମା ଓ ଶକ୍ତି ସହିତ I “ଆତ୍ମା” ଶବ୍ଦ ହୁଏତ ଈଶ୍ୱରଙ୍କ ଆତ୍ମାଙ୍କୁ ଉଲ୍ଲେଖ କରେ କିମ୍ବା ଏଲିୟଙ୍କ ମନୋଭାବ ବା ବିଚାର ଶୈଳୀକୁ ସୂଚାଏ I ନିଶ୍ଚିତ କର ଯେ “ଆତ୍ମା” ଶବ୍ଦ କୌଣସି ଭୂତ ବା ମନ୍ଦ ଆତ୍ମାକୁ ନ ବୁଝାଉ I

to turn back the hearts of the fathers to the children

ପିତାମାନଙ୍କୁ ସେମାନଙ୍କ ସନ୍ତାନମାନଙ୍କର ଯତ୍ନ ନେବାକୁ ଆଉ ଥରେ ପ୍ରବର୍ତ୍ତାଇବା ବା “ସେମାନଙ୍କ ସନ୍ତାନମାନଙ୍କ ସହିତ ସମ୍ପର୍କକୁ ପୂନଃସ୍ଥାପନ କରିବା ନିମନ୍ତେ ପିତାମାନଙ୍କୁ କାର୍ଯ୍ୟକାରୀ କରାଇବା”

to turn back the hearts

ହୃଦୟ ବିଷୟରେ ଏହା କୁହାଯାଏ ଯେ ସତେ ଯେପରି ଏହା ଏପରି କିଛି ବିଷୟ ଯାହାକୁ ବିଭିନ୍ନ ଦିଗରେ ଯିବାକୁ ଦିଆଯାଇପାରେ I ଏହାକୁ କିଛି ବିଷୟ ନିମନ୍ତେ ଜଣକର ମନୋଭାବ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରାଯାଇପାରେ I (ଦେଖ: rc://*/ta/man/translate/figs-metaphor )

the disobedient

ଏଠାରେ ଏହା ପ୍ରଭୁଙ୍କ ଆଜ୍ଞାବହ ହେଉ ନ ଥିବା ଲୋକମାନଙ୍କ ସମ୍ପର୍କରେ ଉଲ୍ଲେଖ କରେ I

make ready for the Lord a people prepared for him

ଲୋକମାନେ ଯାହା କରିବା ନିମନ୍ତେ ପ୍ରସ୍ତୁତ ହେବେ ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ନିମନ୍ତେ ଏକ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବେ ଯେପରି ସେମାନେ ତାହାଙ୍କ ସମ୍ବାଦକୁ ବିଶ୍ୱାସ କରିବେ” (ଦେଖ: rc://*/ta/man/translate/figs-explicit )