or_tn_old/jhn/18/40.md

681 B

Not this man, but Barabbas

ଏହା ଏକ ଶବ୍ଦର ବିଲୋପ ଅଟେ I ତୁମେ ଅର୍ଥବୋଧକ ଶବ୍ଦ ଯୋଡି ପାରିବ I ଅନ୍ୟ ଏକ ଅନୁବାଦରେ: “ନା ! ଏହି ଲୋକକୁ ମୁକ୍ତ କରନାହିଁ ! ତା’ ପରିବର୍ତ୍ତେ ବାରବ୍ବାକୁ ମୁକ୍ତ କର” (ଦେଖ: rc://*/ta/man/translate/figs-ellipsis)

Now Barabbas was a robber

ଏଠାରେ ଯୋହନ ବାରବ୍ବା ବିଷୟରେ ପୃଷ୍ଠଭୂମିର ସୂଚନା ଦେଉଛନ୍ତି I (ଦେଖ: rc://*/ta/man/translate/writing-background)