or_tn_old/jhn/18/27.md

8 lines
1.1 KiB
Markdown

# Peter then denied again
ଏଠାରେ ଏହା ସୂଚାଉଅଛି ଯେ ପିତର ଯୀଶୁଙ୍କୁ ଜାଣିଥିବା ଓ ତାହାଙ୍କ ସହିତ ଥିବା ବିଷୟକୁ ଅସ୍ବୀକାର କଲେ I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ପିତର ପୁନର୍ବାର ଯୀଶୁଙ୍କୁ ଜାଣିଥିବା ଓ ତାହାଙ୍କ ସହିତ ଥିବା ବିଷୟରେ ଅସ୍ବୀକାର କଲେ” (ଦେଖ: [[rc://*/ta/man/translate/figs-explicit]])
# immediately the rooster crowed
ଏଠାରେ ଏହା ଧରିନିଆ ଯାଏ ଯେ ପାଠକମାନେ ମନେ ପକାଇବେ ଯେ କୁକୁଡା ଡାକିବା ପୂର୍ବରୁ ପିତର ତାହାଙ୍କୁ ଅସ୍ବୀକାର କରିବେ ବୋଲି ଯୀଶୁ କହିଥିଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଯେପରି ଘଟିବ ବୋଲି କହିଥିଲେ, ସେହିକ୍ଷଣି କୁକୁଡା ଡାକିଲା” (ଦେଖ: [[rc://*/ta/man/translate/figs-explicit]])