or_tn_old/jhn/18/18.md

1.2 KiB

Now the servants and the officers were standing there, and they had made a charcoal fire, for it was cold, and they were warming themselves

ଏମାନେ ମହାଯାଜକଙ୍କ ଦାସ ଓ ପଦାତିକମାନେ ଥିଲେ I ଅନ୍ୟ ଏକ ଅନୁବାଦରେ: “ଏହା ଶୀତଦିନ ଥିଲା, ତେଣୁ ମହାଯାଜକଙ୍କ ଦାସ ଓ ପଦାତିକମାନେ ଅଙ୍ଗାର ଜାଳି ସେଠାରେ ଚାରିପଟେ ଠିଆହୋଇ ଆପଣା ଆପଣାକୁ ଉଷୁମ କରୁଥିଲେ” (ଦେଖ: rc://*/ta/man/translate/figs-explicit)

Now

ମୁଖ୍ୟ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି, ଯେପରି ଯୋହନ ନିଆଁ ଚାରିପଟେ ଥାଇ ଆପଣା ଆପଣାକୁ ଉଷୁମ କରୁଥିବା ଲୋକମାନଙ୍କ ବିଷୟରେ ସୂଚନା ଦେଇ ପାରିବେ I (ଦେଖ: rc://*/ta/man/translate/writing-background)