or_tn_old/jhn/18/06.md

642 B

I am

ମୂଳ ସଂସ୍କରଣରେ ଏଠାରେ “ସେ” ଶବ୍ଦ ନାହିଁ, କିନ୍ତୁ ଅର୍ଥବୋଧକ ଭାବରେ ରହିଛି I ଅନ୍ୟ ଏକ ଅନୁବାଦରେ: ”ମୁଁ ସେହି” (ଦେଖ: rc://*/ta/man/translate/figs-explicit)

fell to the ground

ଯୀଶୁଙ୍କ ଶକ୍ତି ସକାଶୁ ଲୋକମାନେ ଭୂମିରେ ପଡିଗଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କ ଶକ୍ତି ସକାଶୁ ତଳେ ପଡିଗଲେ” (ଦେଖ: rc://*/ta/man/translate/figs-explicit)