874 B
874 B
Spirit of truth
ଏହା ପବିତ୍ର ଆତ୍ମାଙ୍କୁ ବୁଝାଏ ଯେ ଈଶ୍ବରଙ୍କ ବିଷୟରେ ସତ୍ୟ କ”ଣ, ତାହା ଶିଖାନ୍ତି I
The world cannot receive him
ଏଠାରେ “ଜଗତ” ଏକ ରୂପକ ଅଟେ ଯାହା ଈଶ୍ବରଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହି ଜଗତର ଅବିଶ୍ବାସୀମାନେ କଦାପି ତାହାଙ୍କୁ ଗ୍ରହଣ କରିବେ ନାହିଁ” କିମ୍ବା “ଈଶ୍ବରଙ୍କୁ ବିରୋଧକରୁଥିବା ଲୋକମାନେ ତାହାଙ୍କୁ ଗ୍ରହଣ କରିବେ ନାହିଁ” (ଦେଖ: rc://*/ta/man/translate/figs-metonymy)