or_tn_old/jhn/13/27.md

1.1 KiB

Then after the bread

“ଯିହୂଦା ପାଇଲା” ଶବ୍ଦଗୁଡିକ ପୂର୍ବାପର ପ୍ରସଙ୍ଗରୁ ବୁଝି ହେଉଛି I ଅନ୍ୟ ଏକ ଅନୁବାଦରେ: “ତାହାପରେ ଯିହୂଦା ରୋଟୀ ଖଣ୍ଡକ ପାଇଲା ଉତ୍ତାରେ” (ଦେଖ: rc://*/ta/man/translate/figs-ellipsis)

Satan entered into him

ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଶୟତାନ ଯିହୂଦାକୁ ସମ୍ପୂର୍ଣ୍ଣ ଆୟତ୍ତକୁ ନେଲା I ଅନ୍ୟ ଏକ ଅନୁବାଦରେ: “ଶୟତାନ ତାହାକୁ ନିଜ ଆୟତ୍ତକୁ ନେଲା” କିମ୍ବା “ଶୟତାନ ତାହାକୁ ଆଜ୍ଞା ଦେବାକୁ ଲାଗିଲା” (ଦେଖ: rc://*/ta/man/translate/figs-idiom)

so Jesus said to him

ଏଠାରେ ଯୀଶୁ ଯିହୂଦାକୁ କହୁଛନ୍ତି I

What you are doing, do it quickly

ଯାହା କରିବାକୁ ଯୋଜନା କରୁଅଛ, ଶୀଘ୍ର କର!