or_tn_old/jhn/13/03.md

1.3 KiB

Connecting Statement:

୩ ପଦ ଯୀଶୁ ଯାହା ଜାଣିଥିଲେ, ସେ ବିଷୟରେ ଆମ୍ଭମାନଙ୍କୁ ପୃଷ୍ଠଭୂମିର ସୂଚନା ଦିଏ I ବିବରଣୀର କାର୍ଯ୍ୟ ୪ ପଦରେ ଆରମ୍ଭ ହୁଏ I (ଦେଖ: rc://*/ta/man/translate/writing-background)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

had given everything over into his hands

ଏଠାରେ “ତାହାଙ୍କ ହସ୍ତ” ପରାକ୍ରମ ଓ ଅଧିକାର ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ବିଷୟ ଉପରେ ତାହାଙ୍କୁ ସମ୍ପୂର୍ଣ୍ଣ ପରାକ୍ରମ ଓ ଅଧିକାର ଦିଆଯାଇ ଥିଲା” (ଦେଖ: rc://*/ta/man/translate/figs-metonymy)

he had come from God and was going back to God

ଯୀଶୁ ସର୍ବଦା ପିତାଙ୍କ ସହିତ ରହିଥିଲେ, ଓ ଜଗତରେରେ ଆପଣା କର୍ମ ସମାପ୍ତ କରିବା ପରେ ସେଠାକୁ ପ୍ରତ୍ୟାବର୍ତ୍ତନ କରିବେ I