or_tn_old/jhn/09/24.md

12 lines
690 B
Markdown

# they called the man
ଏଠାରେ “ସେମାନେ” ଯିହୂଦୀମାନଙ୍କୁ ବୁଝାଏ I ([ଯୋହନ ୯:୧୮](../09/18.md))
# Give glory to God
ଏହା ଏକ ରୂଢ଼ି ଅଟେ ଯାହା ଲୋକମାନେ ଶପଥ ନେବା ସମୟରେ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ଉପସ୍ଥିତିରେ, ସତ୍ୟ କୁହ” କିମ୍ବା “ଈଶ୍ବରଙ୍କ ସମ୍ମୁଖରେ ସତ୍ୟ କୁହ” (ଦେଖ: [[rc://*/ta/man/translate/figs-idiom]])
# this man
ଏହା ଯୀଶୁଙ୍କୁ ବୁଝାଏ I