or_tn_old/jhn/08/46.md

1.1 KiB

Which one of you convicts me of sin?

ଯୀଶୁ ଗୁରୁତ୍ବ ଦେବାକୁ ଯାଇ ଏହି ପ୍ରଶ୍ନ କରୁଛନ୍ତି ଯେ ସେ କଦାପି ପାପ କଲେ ନାହି I ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କ ମଧ୍ୟରୁ କେହି ଦେଖାଇ ପାରିବେ ନାହି ଯେ ମୁଁ ପାପ କରିଅଛି !” (ଦେଖ: rc://*/ta/man/translate/figs-rquestion)

If I speak the truth

ମୁଁ ଯଦି ସତ୍ୟ ବିଷୟ ସବୁ କହେ

why do you not believe me?

ଯିହୂଦୀ ନେତାମାନଙ୍କୁ ସେମାନଙ୍କ ଅବିଶ୍ବାସ ନିମନ୍ତେ ଯୀଶୁ ଭର୍ତ୍ସନା କରିବା ନିମନ୍ତେ ଏହି ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୋଠାରେ ବିଶ୍ବାସ ନକରିବା ନିମନ୍ତେ ତୁମ୍ଭମାନଙ୍କ ନିକଟରେ କୌଣସି କାରଣ ନାହିଁ !” (ଦେଖ: rc://*/ta/man/translate/figs-rquestion)