or_tn_old/jhn/08/33.md

613 B

how can you say, 'You will be set free'?

ଯୀଶୁ ଯାହା କହିଥିଲେ, ସେ ସମ୍ବନ୍ଧରେ ଯିହୂଦୀ ନେତାମାନଙ୍କର ଆଚମ୍ବିତ ହେବା ବିଷୟକୁ ପ୍ରକାଶ କରିବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ମୁକ୍ତ ହେବା ଆବଶ୍ୟକ ନାହିଁ !” (ଦେଖ: rc://*/ta/man/translate/figs-rquestion)