or_tn_old/jhn/08/32.md

825 B

the truth will set you free

ଏହା ବ୍ୟକ୍ତିତ୍ବ ଆରୋପ ଅଟେ I ଯୀଶୁ “ସତ୍ୟ” ବିଷୟରେ କହୁଛନ୍ତି ଯେପରି ଏହା ଜଣେ ଲୋକ ଥିଲା I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ସତ୍ୟବାକ୍ୟ ପାଳନ କରିବ, ଈଶ୍ବର ତୁମ୍ଭମାନଙ୍କୁ ମୁକ୍ତ କରିବେ” (ଦେଖ: rc://*/ta/man/translate/figs-personification)

the truth

ଏହା ଈଶ୍ବରଙ୍କ ବିଷୟରେ ଯୀଶୁ ଯାହା ପ୍ରକାଶ କରନ୍ତି, ତା’କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ବିଷୟରେ ସତ୍ୟ କଅଣ ଅଟେ”