or_tn_old/jhn/08/22.md

420 B

The Jews said

ଏଠାରେ “ଯିହୂଦୀମାନେ” ଶବ୍ଦ “ଯିହୂଦୀ ନେତାମାନଙ୍କୁ” ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ କହିଲେ” କିମ୍ବା “ଯିହୂଦୀ ଅଧିପତିମାନେ କହିଲେ” (ଦେଖ: rc://*/ta/man/translate/figs-synecdoche)