or_tn_old/jhn/08/12.md

2.5 KiB

General Information:

ଯୋହନ ୭:୧-୫୨ କିମ୍ବା ଯୋହନ ୭:୫୩-୮:୧୧ର ଘଟଣା ପରେ ଯୀଶୁ ମନ୍ଦିର କୋଷଗୃହ ନିକଟରେ ଏକ ଜନସମୁହକୁ କଥା କହୁଛନ୍ତି I ଲେଖକ ଘଟଣାର ପୃଷ୍ଠଭୂମି ଦେଉ ନାହାନ୍ତି କିମ୍ବା ଏକ ନୂତନ ଘଟଣା ଆରମ୍ଭ ହେବା ଚିହ୍ନଟ କରୁ ନାହାନ୍ତି I (ଦେଖ: [[rc:///ta/man/translate/writing-background]] ଓ [[rc:///ta/man/translate/writing-newevent]])

I am the light of the world

ଏଠାରେ “ଜ୍ୟୋତିଃ” ଈଶ୍ବରଙ୍କ ନିକଟରୁ ଆସୁଥିବା ପ୍ରକାଶନ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ଜଗତକୁ ଦେଉଥିବା ଜ୍ୟୋତିଃ ଅଟେ” (ଦେଖ: rc://*/ta/man/translate/figs-metaphor)

the world

ଏହା ଲୋକମାନଙ୍କୁ ବୁଝାଉଥିବା ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଜଗତର ଲୋକମାନେ” (ଦେଖ: rc://*/ta/man/translate/figs-metonymy)

he who follows me

ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ଯେଉଁମାନେ ମୁଁ ଯାହା ଶିକ୍ଷା ଦେଉଥିବା ପ୍ରକାରେ କରନ୍ତି ଦିଏ” କିମ୍ବା “ଯେଉଁମାନେ ମୋହର ବାକ୍ୟ ପାଳନ କରନ୍ତି” (ଦେଖ: rc://*/ta/man/translate/figs-idiom)

will not walk in the darkness

“ଅନ୍ଧକାରରେ ଭ୍ରମଣ କରିବା” ପାପପୂର୍ଣ୍ଣ ଜୀବନଯାପନ କରିବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେପରି ସେ ପାପର ଅନ୍ଧକାରରେ ଥିବା ସଦୃଶ ଜୀବନଯାପନ କରିବ ନାହିଁ” (ଦେଖ: rc://*/ta/man/translate/figs-metaphor)

light of life

“ଜୀବନର ଜ୍ୟୋତିଃ” ଆତ୍ମିକ ଜୀବନ ଦେଉଥିବା ଈଶ୍ବରଙ୍କ ସତ୍ୟତା ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଅନନ୍ତ ଜୀବନ ପ୍ରଦାନ କରୁଥିବା ସତ୍ୟତା” (ଦେଖ: rc://*/ta/man/translate/figs-metaphor)